ଏହି ପୃଷ୍ଠାଟି ବୈଧ ହୋଇସାରିଛି
୪୧ । | ଦେବସ୍ନାନ ମଣ୍ଡପ (ଆନନ୍ଦବଜାର) | ---- |
୪୨ । | ଐଶାନେଶ୍ୱର | ଶିବ |
୪୩ । | ଧବଳେଶ୍ୱର | ଶିବ |
୪୪ । | କାଶୀନାଥ | ଶିବ |
୪୫ । | ଶ୍ରୀଗଣେଶ | ଗଣେଶ |
ଭିତରବେଢ଼ା
ଭିତରବେଢ଼ାର କେନ୍ଦ୍ରସ୍ଥଳରେ ମୁଖ୍ୟମନ୍ଦିର ଅବସ୍ଥିତ, ଯାହାର ଗର୍ଭଗୃହରେ ରତ୍ନବେଦୀରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା ସମେତ ସପ୍ତବିଗ୍ରହ ବିରାଜିତ । ରତ୍ନ ବେଦୀର ଚତୁଃପାର୍ଶ୍ୱ ସ୍ଥାନକୁ ପୋଖରିଆ କୁହାଯାଏ । ସ୍ୱତ୍ୱଲିପିର ନକ୍ସା ଅନୁସାରେ ଏହା ଫୁଟ୍ ନଂ.୨ର ଅନ୍ତର୍ଭୁକ୍ତ । ଭିତର ବେଢ଼ାରେ ଅବସ୍ଥିତ ମନ୍ଦିର, ବିଜେସ୍ଥଳୀ ଓ ଦେବଦେବୀଙ୍କ ତାଲିକା ନିମ୍ନରେ ଦର୍ଶାଯାଇଛି ।
ମନ୍ଦିର/ବିଜେସ୍ଥଳୀ | ଦେବଦେବୀ | |
---|---|---|
୧ । | ଗର୍ଭଗୃହ | ବଳଭଦ୍ର, ଜଗନ୍ନା, ସୁଭଦ୍ରା, ସୁଦର୍ଶନ, |
ଭୂଦେବୀ, ଶ୍ରୀଦେବୀ, ନୀଳମାଧବ । | ||
୨ । | ଭଣ୍ଡାର ଘର | ଲୋକନାଥ (ବିଜେପ୍ରତିମା) ପହୁଡ଼ |
(ପାଣିକୁଣ୍ଡର ଉପର ଭାଗ) | ଶୟନ ଠାକୁର ଓ ଦୁର୍ଗା ଠାକୁରାଣୀ | |
୩ । | ରତ୍ନଭଣ୍ଡାର | ---- |
୪ । | ଠାକୁର ଶୟନ ଘର | ଶୟନ ଠାକୁର ଓ ଠାକୁରାଣୀ (୩ ମୂର୍ତ୍ତିି) |
୫ । | ଜୟ ବିଜୟ ଦ୍ୱାର | ଜୟ ଓ ବିଜୟ (ଦ୍ୱାରପାଳ) |
୬ । | ଜଗମୋହନ | ଗରୁଡ଼ ସ୍ତମ୍ଭ, ଚର୍ଚ୍ଚାଗଣେଶ, ଖମ୍ବଗାୟତ୍ରୀ, |
ଖମ୍ବନୃସିଂହ, ଖମ୍ବଦକ୍ଷିଣକାଳୀ, ଖମ୍ବଶୀତଳା, | ||
ଚକ୍ରନାରାୟଣ, ଖମ୍ବବିମଳା, ସୁଗ୍ରୀବ, ବିଭୀଷଣ, | ||
ମଙ୍ଗଳା, ଚୈତନ୍ୟ, ଶ୍ରୀକୃଷ୍ଣ, ମହାବୀର,ପଞ୍ଚମୁଖୀ | ||
ମହାବୀର ବା ହନୁମାନ | ||
୭ । | ଭୋଗମଣ୍ଡପ | ଗଣେଶ, ବ୍ରହ୍ମା, ମହାଦେବ, କାଳିକା, |
ନୃସିଂହ (ଭୋଗ ଆସିବା ବାଟରେ) | ||
୮ । | ବଟବଳଭଦ୍ର | ବଳଭଦ୍ର ବା ବଳରାମ |
୯ । | ଇନ୍ଦ୍ରାଣୀ ଦେଉଳ | ଇନ୍ଦ୍ରାଣୀ ଠାକୁରାଣୀ |
୧୦ । | ପତିତପାବନ | ପତିତପାବନ ବା ଜଗନ୍ନାଥ |
(ପୁରାଣ ପଣ୍ତା ଘର) |
ଶ୍ରୀଜଗନ୍ନାଥ ୧୮୭