Jump to content

ଲେଖକ:ଗଙ୍ଗାଧର ମେହେର

ଉଇକିପାଠାଗାର‌ରୁ
ଗଙ୍ଗାଧର ମେହେର
(୧୮୬୨–୧୯୨୪)
ସ୍ୱଭାବ କବି ଭାବେ ପରିଚିତ । ଅନେକ କାବ୍ୟକବିତା ରଚନା କରିଥିଲେ । ଏହାଙ୍କ ସର୍ବାଧିକ ଲୋକପ୍ରିୟ କାବ୍ୟ ତପସ୍ୱିନୀ ପ୍ରକୃତି ବର୍ଣ୍ଣନା ପାଇଁ ପ୍ରସିଦ୍ଧ । ଏଣୁ ୟେ ପ୍ରକୃତି କବି ଭାବେ ମଧ୍ୟ କଥିତ ।
ଗଙ୍ଗାଧର ମେହେର

ରଚନାବଳୀ

[ସମ୍ପାଦନା]

କାବ୍ୟ

[ସମ୍ପାଦନା]

କବିତା

[ସମ୍ପାଦନା]
  • ଅହଲ୍ୟାସ୍ତବ, ୧୮୯୨(ସଂସ୍କୃତ ବୃତ୍ତ ଅନୁସରଣରେ ରଚିତ)
  • ଅର୍ଘ୍ୟଥାଳୀ (ସର୍ବାଧିକ ଲୋକପ୍ରିୟ କବିତା ସଂଗ୍ରହ)
  • ଅର୍ପଣ
  • ଉତ୍କଳ-ଲକ୍ଷ୍ମୀ
  • ଭାରତୀ ଭାବନା