ଲେଖକ:ଗଙ୍ଗାଧର ମେହେର
Appearance
←Author Index: ମ | ଗଙ୍ଗାଧର ମେହେର (୧୮୬୨–୧୯୨୪) |
ସ୍ୱଭାବ କବି ଭାବେ ପରିଚିତ । ଅନେକ କାବ୍ୟକବିତା ରଚନା କରିଥିଲେ । ଏହାଙ୍କ ସର୍ବାଧିକ ଲୋକପ୍ରିୟ କାବ୍ୟ ତପସ୍ୱିନୀ ପ୍ରକୃତି ବର୍ଣ୍ଣନା ପାଇଁ ପ୍ରସିଦ୍ଧ । ଏଣୁ ୟେ ପ୍ରକୃତି କବି ଭାବେ ମଧ୍ୟ କଥିତ । |
ରଚନାବଳୀ
[ସମ୍ପାଦନା]କାବ୍ୟ
[ସମ୍ପାଦନା]- ଇନ୍ଦୁମତୀ (୧୮୯୩, ପ୍ରଥମ ପ୍ରକାଶିତ ଆଧୁନିକ କାବ୍ୟ)
- ଉତ୍କଳ ଲକ୍ଷ୍ମୀ (୧୮୯୪)
- କୀଚକ ବଧ (୧୯୦୩)
- ତପସ୍ୱିନୀ (୧୯୧୨, ସର୍ବାଧିକ ଲୋକପ୍ରିୟ କାବ୍ୟ)
- ପ୍ରଣୟ ବଲ୍ଲରୀ (୧୯୧୫, ମହାକବି କାଳିଦାସଙ୍କ 'ଅଭିଜ୍ଞାନ ଶାକୁନ୍ତଳମ' ନାଟକର ଅନୁସରଣରେ ରଚିତ)
- ରସ ରତ୍ନାକର ('ର' ଆଦ୍ୟ-ପ୍ରାନ୍ତ-ନିୟମରେ ରଚିତ)
- ମହିମା
- କବିତା କଲ୍ଲୋଳ
- ଅଯୋଧ୍ୟା ଦୃଶ୍ୟ
- ବଳରାମଦେବ
- ପଦ୍ମିନୀ (ଶେଷ କୃତି)
କବିତା
[ସମ୍ପାଦନା]- ଅହଲ୍ୟାସ୍ତବ, ୧୮୯୨(ସଂସ୍କୃତ ବୃତ୍ତ ଅନୁସରଣରେ ରଚିତ)
- ଅର୍ଘ୍ୟଥାଳୀ (ସର୍ବାଧିକ ଲୋକପ୍ରିୟ କବିତା ସଂଗ୍ରହ)
- ଅମୃତମୟ
- ମଧୁମୟ
- ମାତୃଭୂମି
- ଅର୍ପଣ
- ଉତ୍କଳ-ଲକ୍ଷ୍ମୀ
- ଭାରତୀ ଭାବନା
ଶ୍ରେଣୀସମୂହ:
- 1862 births
- 1924 deaths
- Authors with birth dates differing from Wikidata
- Authors with death dates differing from Wikidata
- Authors with non-numeric birth dates
- Authors with non-numeric death dates
- Authors with override birth dates
- Authors with override death dates
- Early modern authors
- Modern authors
- ୧୮୬୨ births
- ୧୯୨୪ deaths
- Author pages with image
- Authors-ମ
- ବରଗଡ଼ ଜିଲ୍ଲାର ଲେଖକ