ଲେଖକ:ଜଗନ୍ନାଥ ଦାସ

ଉଇକିପାଠାଗାର‌ରୁ
(Author:ଜଗନ୍ନାଥ ଦାସରୁ ଲେଉଟି ଆସିଛି)
ଜଗନ୍ନାଥ ଦାସ
(୧୪୯୦–୧୫୫୦)
ପଞ୍ଚସଖା ମଧ୍ୟରୁ ଅନ୍ୟତମ । ଏହାଙ୍କ ରଚିତ ଭାଗବତ ଓଡ଼ିଶାରେ ଅତିପ୍ରସିଦ୍ଧ । ୟେ ଚୈତନ୍ୟଙ୍କ ଠାରୁ ଅତିବଡ଼ି ଉପାଧି ପାଇଥିଲେ । ଅନେକ ଛୋଟ ଛୋଟ ଗୀତିକା ଓ ଚଉତିଶା ମଧ୍ୟ ରଚନା କରିଥିଲା ।
ଜଗନ୍ନାଥ ଦାସ

ରଚନାବଳୀ[ସମ୍ପାଦନା]

(ପ୍ରମୁଖ ରଚନାଗୁଡ଼ିକୁ ମୋଟା ଅକ୍ଷରରେ ଲେଖାଯାଇଛି)

ଭାଗବତ[ସମ୍ପାଦନା]


  • ଭାଗବତ ସାର

ଗୀତା[ସମ୍ପାଦନା]

  • ଗୀତା ନାମ
  • ଦାରୁବ୍ରହ୍ମ ଗୀତା

ରାସ[ସମ୍ପାଦନା]

  • ଶରତ ରାସ
  • ରାସକ୍ରୀଡ଼ା

ସ୍ତୁତିମୂଳକ ରଚନା[ସମ୍ପାଦନା]

ଚଉପଦୀ[ସମ୍ପାଦନା]

  • ଷୋଳ ଚଉପଦୀ

କୋଇଲି[ସମ୍ପାଦନା]

କ୍ଷୁଦ୍ର ରଚନା[ସମ୍ପାଦନା]

  • ଫୁଲତୋଳା
  • ଗୁଣ୍ଡିଚାବିଜେ
  • ମାଳିକା ଦୀକ୍ଷା ସମ୍ବାଦ
  • ଦହିଖେଳ
  • ଚନ୍ଦ୍ରିକା
  • ବୋଲେ ହୁଁ
  • ଶ୍ରୀସତସଙ୍ଗ
  • ସତସଙ୍ଗ ବର୍ଣ୍ଣନ
  • ମନଃଶିକ୍ଷା
  • ନିତ୍ୟଚାର ଦିକ୍ଷା ସହିତ ଉପାସନା ବିଧି
  • ନିତ୍ୟ ଗୁପ୍ତମାଳା
  • ପସନ୍ଦ ଦଳନ
  • ପ୍ରେମ ସୁଧାମ୍ବୁଧା
  • ଶ୍ରୀରାଧା ରସମଞ୍ଜରୀ
  • ଗୋଲକ ସାରୋଦ୍ଧାର
  • ଜଗନ୍ନାଥ କରିକ
  • ଦୂତୀ ବୋଧ
  • ଶ୍ରୀରାଧା ରସମଞ୍ଜରୀ

ସଂସ୍କୃତ ରଚନାବଳୀ[ସମ୍ପାଦନା]

  • କୃଷ୍ଣଭକ୍ତିକଳ୍ପଲତା
  • କୃଷ୍ଣଭକ୍ତିକଳ୍ପଲତାଫଳ
  • ନିତ୍ୟଗୁପ୍ତମାଳା
  • ଉପାସନା ଶତକମ୍
  • ନିତ୍ୟାଚାର
  • ଦୀକ୍ଷାସଂହିତା ସୋପାନ ବିଧିଃ
  • ନୀଳାଦ୍ରିଶତକମ୍
  • ଜଗନ୍ନାଥ ଚରିତାମ୍ବୋଧିସରଣୀ

ଜଗନ୍ନାଥ ଦାସଙ୍କ ବିଷୟରେ ରଚନା[ସମ୍ପାଦନା]