ରତ୍ନାକର ଚମ୍ପୂ
Jump to navigation
Jump to search
ସୂଚୀପତ୍ର
- "କ" - କୃଷ୍ଣକୁଞ୍ଚିତ ଚାମରକେଶା
- "ଖ" - ଖେଳାଖଞ୍ଜରୀଟଦୃଶା
- "ଗ" - ଗୁଣ ରତ୍ନାକର ହେ
- "ଘ" - ଘନକେଶା ରେ
- "ଙ" - ନିଦ ନାହିଁଟି ନଟବରକୁ ଗୋ
- "ଚ" - ଚନ୍ଦ୍ରମୁଖି ରେ
- "ଛ" - ଛଇଳା ମୋରେ ଛାଉଲି ଛାଡ଼
- "ଜ" - ଜଳଜନୟନା ଜାତି କେଡ଼େ କରକଶ ଗୋ
- "ଝ" - ଝୁମୁଝୁମୁ ନାଦ ଲଳିତାଙ୍କ ପାଦ
- "ଞ" - ନୟନେ ନିମିଷେ ନିଦ
- "ଟ" - ଟିକାକ ଦୋଷକୁ ରାମା
- "ଠ" - ଠଣ ଚନ୍ଦ୍ରମୁହିଁ ରେ ଠଉରିବି କେହି ରେ
- "ଡ" - ଡାକିଲା କୋକିଳା ଲୀଳା-ସୂନ-ଉପବନରେ
- "ଢ" - ଢାଳି ଚାହିଁଲା ରେ, ଢାଙ୍କି ପକ୍ଷ୍ମ କି ଭଙ୍ଗୀରେ
- "ଣ" - ଅନାଇ ନାହିଁ ନାଗରମଣିକି
- "ତ" - ତମାଳତଳେ ନ ଚାଲେ ରେ ଅଭିନ୍ନା
- "ଥ" - ଥରେ ଏକାନ୍ତରେ ସିନା କହିଥିଲି ସହୀକି
- "ଦ" - ଦରହାସି, ଦମ୍ଭତୋୟମୟ ଜଳରାଶି ରେ
- "ଧ" - ଧିକ ଧିକ ମନ୍ଦବିଧି ଅପସନ୍ଦ
- "ନ" - ନାହିଁ ନାହିଁ ନିଖିଳ ଜଗତେ
- "ପ" - ପ୍ରୀତିପରି କେ ସୁଆଦ ଗୋ
- "ଫ" - ଫେରି ଯା ଗଲେ ଗୋ
- "ବ" - ବିଧାତା କି କଲା ରେ
- "ଭ" - ଭୂଲୋକର ଭର୍ମଭୂଷା ଯୋଷା ରତନ ରସାଳସା
- "ମ" - ମନ୍ଦହାସି ଯିବା ଆସ ରେ
- "ଯ" - ଯଦୁମଣି ଯିବେ ପୁଣି
- "ର" - ରାମାବର ରେ, ରୋଷ ବହିଲୁ କି ନଉକରରେ
- "ଳ" - ଲଗିଲା ରେ ଲାବଣ୍ୟନିଧିକି ଶ୍ୟାମ ଲଟ
- "ବ" - ବନ୍ଧୁ ମୋ କାହୁଁ କିସ ଶୁଣିଲା ରେ
- "ଶ" - ଶ୍ରୀହରି ହେ ରଜନୀ ପହିଲା
- "ସ" - ସାଢ଼ୀ କାହିଁ ଦେବଟି ହେ
- "ଷ" - ଷୋଡ଼ଶ ସହସ୍ର ବ୍ରଜ, ସରୋଜନେତ୍ରା ସମାଜ
- "ହ" - ହେଳେ ହରିହୟଭୂତି ଆଜି ମିଳିଲା ରେ
- "କ୍ଷ" - କ୍ଷୀଣମଧ୍ୟମା ରେ, କ୍ଷଣେ ନୋହିବାଟି ଭିନ୍ନ