ଲେଖକ:ବଳରାମ ଦାସ
Jump to navigation
Jump to search
←Author Index: ଦ | ବଳରାମ ଦାସ (୧୪୭୪–୧୫??) |
ପ୍ରାଚୀନ ପଞ୍ଚସଖା ମଧ୍ୟରୁ ଅନ୍ୟତମ । ଜଗମୋହନ ରାମାୟଣ ନାମରେ ରାମାୟଣକୁ ଓଡ଼ିଆରେ ରଚନା କରିଥିଲେ । ଅନେକ କ୍ଷୁଦ୍ରଗୀତି ମଧ୍ୟ ଲେଖିଛନ୍ତି । ମତ୍ତ ବଳରାମ ଦାସ ଭାବେ ପ୍ରସିଦ୍ଧ । |

ବଳରାମ ଦାସ
ରଚନାବଳୀ[ସମ୍ପାଦନା]
(ପ୍ରମୁଖ ରଚନାଗୁଡ଼ିକୁ ମୋଟା ଅକ୍ଷରରେ ଲେଖାଯାଇଛି)
ଇତିହାସ[ସମ୍ପାଦନା]
- ଦାଣ୍ଡି ରାମାୟଣ (ଏହା ଜଗମୋହନ ରାମାୟଣ ଭାବେ ମଧ୍ୟ ପରିଚିତ)
- ରାମବିଭା
- କୃଷ୍ଣଲୀଳା
- ମହାଭାରତ
- ସଭାବିନୋଦ
- ରସକେଳି
- ଭୂତକେଳି
- ବଉଳ ଅଧ୍ୟାୟ
ପୁରାଣ[ସମ୍ପାଦନା]
- ମାଣବସା ଲକ୍ଷ୍ମୀ ପୁରାଣ
- ବ୍ରହ୍ମପୁରାଣ
ଗୀତା[ସମ୍ପାଦନା]
- ଅର୍ଜ୍ଜୁନ ଗୀତା
- ଗଜ ନିସ୍ତାରଣ ଗୀତା
- ଭଗବତ୍ ଗୀତା
- ଅମରକୋଷ ଗୀତା
- ଗୁ୍ପ୍ତ ଗୀତା
- ବେଦାନ୍ତସାର ଗୁପ୍ତଗୀତା
- ଛତିଶଗୁପ୍ତ ଗୀତା
- ଗରୁଡ଼ ଗୀତା
- ନାମରତ୍ନ ଗୀତା
- ବିରାଟ ଗୀତା
- ଗଣେଶ ବିଭୂତି ଗୀତା
ଜ୍ଞାନମୂଳକ ରଚନା[ସମ୍ପାଦନା]
- ବ୍ରହ୍ମାଣ୍ଡ ଭୂଗୋଳ – (ଲିଖନ ପ୍ରକଳ୍ପ)
- ଜ୍ଞାନଚୂଡ଼ାମଣି
- ଗୀତାସାର
ସ୍ତୁତିମୂଳକ ରଚନା[ସମ୍ପାଦନା]
- ମୃଗୁଣୀସ୍ତୁତି
- ଦୁର୍ଗାସ୍ତୁତି
- ବଟ ଅବକାଶ
- ବେଢ଼ା ପରିକ୍ରମା
- ଭକ୍ତିରସାମୃତସିନ୍ଧୁ
ଚଉତିଶା[ସମ୍ପାଦନା]
କୋଇଲି[ସମ୍ପାଦନା]
ବଳରାମ ଦାସଙ୍କ ବିଷୟରେ ରଚନା[ସମ୍ପାଦନା]
ଶ୍ରେଣୀସମୂହ:
- 1472 births
- 1556 deaths
- Authors with birth dates differing from Wikidata
- Authors with death dates differing from Wikidata
- Authors with non-numeric birth dates
- Authors with non-numeric death dates
- Authors with override birth dates
- Authors with override death dates
- Renaissance authors
- ୧୪୭୪ births
- ୧୫?? deaths
- Author pages with image
- Authors-ଦ
- ପୁରୀ ଜିଲ୍ଲାର ଲେଖକ