ଆମ ଦେହ

ଉଇକିପାଠାଗାର‌ରୁ
ଆମ ଦେହ
ଲେଖକ/କବି: ବନବିହାରୀ ପଟ୍ଟନାୟକ


Printed by P. Kar,

UTKAL SAHITYA PRESS
CUTTACK
1940













ମୂଲ୍ୟ : ଆଠ ଅଣା
ଗ୍ରନ୍ଥ ପ୍ରବେଶ

ଏହି ବହୁମୂଲ୍ୟବାନ ମହୋପକାରୀ ପୁସ୍ତକଖଣ୍ଡିକ ଡାକ୍ତର ବନବିହାରୀ ପଟ୍ଟନାୟକ ପ୍ରଣୟନ କରି ସମଗ୍ର ଉତ୍କଳଖଣ୍ଡର ସାଧୁ ବାଦ ଅର୍ଜ୍ଜନ କରିଅଛନ୍ତି, ଏଥିରେ ମତଦ୍ୱୈଧର ଅବକାଶ ନାହିଁ । ଉତ୍କଳ ଭାଷାରେ ଏଭଳି ଗ୍ରନ୍ଥ ଆଉ ନାହିଁ । ସାଧାରଣଙ୍କୁ ଶରୀରବିଜ୍ଞାନ ସରଳ ଭାଷାରେ ବିଶଦ ରୂପେ ବୁଝାଇବା ସକାଶେ ଏହାହିଁ ଏକମାତ୍ର ଉତ୍କୃଷ୍ଟ ପୁସ୍ତକ । ଏହି ସାରବାନ୍ ଓ ଶିକ୍ଷାପ୍ରଦ ଗ୍ରନ୍ଥଖଣ୍ଡିକ ପ୍ରତ୍ୟେକ ଚିକିତ୍ସକ ତଥା ଗୃହସ୍ଥ ଉଭୟଙ୍କର ସମଭାବରେ ଉପଯୋଗୀ । ଶରୀରତତ୍ତ୍ୱରୂପ ଜଟିଳ ବିଷୟକୁ ଚିଭ୍ରସମ୍ବଳିତ କରି ଏଭଳି ସହଜଭାବରେ ପ୍ରକାଶ କରିବା ଅନ୍ୟ କାହାରି ଦ୍ୱାରା ହୋଇ ନାହିଁ । ଏ ଗ୍ରନ୍ଥର ପ୍ରତ୍ୟେକ କଥା ବହୁ ଦର୍ଶନ ଓ ଅଭିଜ୍ଞତାମୂଳକ, ଏହା ଅସଙ୍କୋଚରେ ବୋଲାଯିବ । ଶରୀରବିଜ୍ଞାନର ଦୁର୍ବୋଧ୍ୟ ଓ ନିଗୂଢ଼ ତତ୍ତ୍ୱସମୂହ ଏ ଭଳି ସରଳ, ସୁସ୍ପଷ୍ଟ ଓ ସହଜଭାବରେ ଅନ୍ୟ କୌଣସି ପୁସ୍ତକରେ ପ୍ରଦର୍ଶିତ ହୋଇ ନାହିଁ । ଗ୍ରନ୍ଥକାର ନିଜର ବହୁ ଦର୍ଶନ ସହିତ ବହୁ ଉତ୍କୃଷ୍ଟ ଗ୍ରନ୍ଥରୁ ସାର ସଂଗ୍ରହ କରି ପୁସ୍ତକ ଖଣ୍ଡିକୁ ବିଶେଷ ପ୍ରୟୋଜନୀୟ ଓ ଉପକାରୀ କରିଅଛନ୍ତି ଏବଂ ଗଭର୍ଣ୍ଣମେଣ୍ଟଙ୍କ ଅର୍ଥାନୁକୂଲ୍ୟରେ ଏହା ପ୍ରକାଶିତ ହେବାରୁ ଉଭୟହିଁ ଦେଶର ତଥା ଜାତିର ଅଶେଷ ଧନ୍ୟବାଦାର୍ହ ।

କଟକ
}
ଶ୍ରୀ ଶଶିଭୂଷଣ ରାୟ
ତା ୧୫/୩/୧୯୪୦ ସମ୍ପାଦକ, ଉତ୍କଳ ସାହିତ୍ୟ ସମାଜ
ସୂଚୀପତ୍ର


ବିଷୟ ପୃଷ୍ଠା
୧. ଆମ ଦେହ
୨. କଙ୍କାଳ ୧୦
୩. ମାଂସପେଶୀ ଓ ଚର୍ବି ୨୨
୪. ପରିପାକ ଯନ୍ତ୍ର ୨୮
୫. ରକ୍ତ ୪୦
୬. ହୃତ୍‌ଯନ୍ତ୍ର ଓ ରକ୍ତସଞ୍ଚାଳନ ୪୫
୭. ଶ୍ୱାସଯନ୍ତ୍ର ୫୫
୮. ଆବର୍ଜ୍ଜନୀ କ୍ରିୟା ୬୫
୯. ନାଡ଼ୀ ତନ୍ତ୍ର ୭୦
୧୦. ପଞ୍ଚେନ୍ଦ୍ରିୟ ୮୧
୧୧. ଦେହର ଅନ୍ୟାନ୍ୟ କେତୋଟି ଯନ୍ତ୍ର ୯୭
୧୨. ଜନନେନ୍ଦ୍ରିୟ ୧୦୪



ଲସିବାୟନୀ
(୫୪ ପୃଷ୍ଠାରେ ଲସିବାୟନୀ କଥା କୁହାଯାଇଅଛି)

This work is released under the Creative Commons Attribution-Share Alike 4.0 International license, which allows free use, distribution, and creation of derivatives, so long as the license is unchanged and clearly noted, and the original author is attributed—and if you alter, transform, or build upon this work, you may distribute the resulting work only under the same license as this one.