ବୈଦେହୀଶ ବିଳାସ
Appearance
ବୈଦେହୀଶ ବିଳାସ ଲେଖକ/କବି: |
ବନ୍ଦଇ ଦୀନବାନ୍ଧବ ହରି→ |
ରାମାୟଣ ସମ୍ବଳିତ ଛାନ୍ଦକାବ୍ୟ । ବିବିଧ ପ୍ରକାର ଭଞ୍ଜୀୟ ଶବ୍ଦାଳଙ୍କାର ଓ ଅର୍ଥାଳଙ୍କାରରେ ପରିପୂର୍ଣ୍ଣ ଥିବାରୁ ବିଶେଷ ଆଦୃତ । |
ବୈଦେହୀଶ ବିଳାସ
ଉପେନ୍ଦ୍ର ଭଞ୍ଜ
ସୂଚୀ
- ବନ୍ଦଇ ଦୀନବାନ୍ଧବ ହରି
- ବିଦୁଷ ! ଦୂଷଣ ବିବର୍ଜ୍ଜିତ
- ବିଦୁଷ ହେ ଶୁଣ ରଞ୍ଜନ ରସ
- ବୁଦ୍ଧି ଉତ୍ତମ ଯାହାର ବାକ୍ୟ ଅଭିଧାନେ
- ବିଭାକର ବଂଶୀ ଶୁଣି ପୁଲକ ବହି
- ବୁଧେ ସାବଧାନେ ଏହି ଗୀତର
- ବିଡ଼ୋଜା ସୁଧାଂଶୁ ଗୁରୁ ସଙ୍ଗତି ସମାନ
- ବିଜୟୀବୀର ! ବିଜୟ କର
- ବିତଳକୁ ଆଲିଙ୍ଗନ କରି ଜାହ୍ନବୀ ଶୋଭନ
- ବିଭୂଷଣ ପୁଷ୍ପେ ଯା କାନ୍ତି ଜାଣ
- ବେଳ ଶୁଭଦରେ ପ୍ରବେଶ ଆବେଶ
- ବିଭାବରି ସାରି ବିଳମ୍ବ ଶୁଣି
- ବସିଛନ୍ତି ଦଶରଥ ସଭା ମଧ୍ୟେ
- ବେହରଣ ଭାଙ୍ଗି ବିଭାଦିନ ମୂଳ କରି
- ବିଚିତ୍ରିତ ଚିତ୍ରରେ ହୋଇଥିଲେ
- ବିଦେହ ରାଜନ ଭୋଜି ସମ୍ଭାର ଭିଆଇ
- ବସି ବଶିଷ୍ଠ ଜାବାଳି ବାମଦେବ
- ବନ୍ୟା ଶିଖରିର ତହିଁ ବିପ୍ରଲବ୍ଧା ପ୍ରାୟ ହୋଇ
- ବିଚାରଇ ମାଳ ଯମକରେ କବି ମନେ
- ବୋଇଲେ ସୀତା ଶୀତାଂଶୁ ମୁଖୀ ଏକଦିନେ
- ବିଦୂଷଣ ଗୀତ ସୁଜନେ ଶୁଣ
- ବାତାପି ସୂଦନ ଆଶ୍ରମ
- ବୈଦେହୀ ଶ୍ରୀରାମ କି ସେ କରିଣୀ କରି
- ବିନାଶ ନାସା ଶ୍ରବଣ ସୂର୍ପଣଖା ପ୍ରବେଶ ଲଙ୍କାର
- ବାଜୀ ବାଜିବାରେ ତ୍ରାହି ଲକ୍ଷ୍ମଣ ଶବଦ
- ବନେ ଘନେ ରଘୁମଣି, ବିପଥ ପଥ ନ ମଣି
- ବିଜୟୀ ଜଗତରେ କାତର ବିମନେ
- ବୋଲେ ସୁଗ୍ରୀବେ ରାମ କ୍ଳେଶ ଭାଷା
- ବିରୋଧାଭାଷ ପ୍ରକଟାଇ କବିରେ
- ବରଷାକାଳ ଅନ୍ତକରେ ଶରଦ ବହି ଶିବ ଆଡ଼ମ୍ବର
- ବକେ ବସିଥିଲା ଧ୍ରୂବ ଉପରେ
- ବିକ୍ରମି ଲକ୍ଷ୍ମଣ ମିଳେ କିଷ୍କିନ୍ଧ୍ୟା କାନନ
- ବିଭୂଷା ଜଟା ମୁକୁଟ ବିଜେ ମାଲ୍ୟବନ୍ତ କୂଟ
- ବସନ୍ତ ସମୟ ଅତି ରସମୟ ରଭସ ପ୍ରେବେଶ ଆସି ଯେ
- ବୁଧେ ଶୁଣିବା ହେଉ ସୁମତି
- ବସତି ସେ ବସନ୍ତର ସକଳ କାଳରେ
- ବୁଧେ ଶୁଣ ଏକ ଲୟେ
- ବଦନ ପୂରିଅଛି ହାସ ହରଷେ
- ବାତସୁତ ଶୁଭ୍ରପକ୍ଷ ଉତ୍ତର
- ବଳିଲା ରାଘବ ଆଶା ସୀତା ପ୍ରାପତିରେ
- ବୋଧ କ୍ରବ୍ୟାଦେଶ ଶ୍ରୀରାମ ସନ୍ଦେଶ
- ବୁଧ ବୁଧ ଯୁଦ୍ଧ ନ ପାଇଲା ଜନ
- ବଳାରାତି ଅରାତି ଜାଗରେ ସାରି ରାତି
- ବିଭାବରୀ ବିନାଶ ବିଭାବସୁ ପ୍ରକାଶ
- ବାହୁଡ଼ିଲା ସାନୁମାନଶୃଙ୍ଗ ଥୋଇ ହନୁମାନ
- ବୁଝ ଆହେ ସୁମନେ ନିଦ୍ରାବଶେ ସୁମନେ
- ବିଳାସ ଅଚ୍ଛରେ ସେହି ଚତୁର ପାଳିଲେ ଶୋହି
- ବୋଇଲା, ବସି ପୁରେବଶ ଭୁତ ବାମରେ ଲଙ୍କେଶ
- ବରି ବିଭାବରୀ ଥାଉ ଯେ ବେଭାର
- ବିଶ୍ରବା ନନ୍ଦନ ତପ ଉଦିତ ପର୍ବତ ରୂପ